କଟକରୁ ଆଉ ୨୮୯ ସଂକ୍ରମିତ : ଟିକା ନାହିଁ, ଆସିବ ୧୫ରେ

କଟକ: ରେଡ୍‌ ଜୋନ୍‌ରେ ରହିଛି କଟକର କରୋନା ସଂକ୍ରମଣ ସ୍ଥିତି। ସେପଟେ କଟକରେ ଟିକା ନାହିଁ। ୧୫ତାରିଖ ପର୍ଯ୍ୟନ୍ତ ଟିକାକରଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଟିକା ଅଭାବରୁ ଗତ କିଛିଦିନ ହେଲା ଟିକାକରଣ କାର୍ଯ୍ୟକ୍ରମ ପ୍ରଭାବିତ ହୋଇଛି। ଟିକାକରଣ ସଂପର୍କରେ ଜିଲ୍ଲା କୋଭିଡ୍ ନୋଡାଲ ଅଫିସର ଡାକ୍ତର ଉମେଶ ରାୟଙ୍କୁ ଯୋଗାଯୋଗ କରାଯିବାରୁ ଟିକା ୧୫ ତାରିଖରେ ଆସିବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ କଟକରେ ଗଲା ୨୪ଘଣ୍ଟାରେ … Continue reading କଟକରୁ ଆଉ ୨୮୯ ସଂକ୍ରମିତ : ଟିକା ନାହିଁ, ଆସିବ ୧୫ରେ